ଦୁର୍ଗାପୂଜା ଏବଂ ଦୀପାବଳି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ : ଅମାନିଆ ସତର୍କ ହୁଅନ୍ତୁ, ଘରେ ରହି ପୂଜା ପାଳନ୍ତୁ

ଭୁବନେଶ୍ବର: ‘‘ବିଶେଷଜ୍ଞମାନେ କହୁଛନ୍ତି, ଶୀତ ଋତୁରେ କରୋନା ଆହୁରି ଭୟଙ୍କର ରୂପ ନେବ। ୟୁରୋପୀୟ ଦେଶରେ କରୋନା ସଂକ୍ରମଣ ଥମିବା ପରେ ଏବେ ପୂର୍ବାପେକ୍ଷା ଭୟଙ୍କର ରୂପରେ ବଢୁଛି। କେରଳରେ ଓନାମ୍ ପରେ ସଂକ୍ରମଣ ତିନିଗୁଣ ବଢ଼ିଯାଇଛି। ଆଗକୁ ଦୁର୍ଗାପୂଜା ଓ ଦୀପାବଳି ଆସୁଛି। ମୋର ଅନୁରୋଧ, ପୂଜା ସମୟରେ ସର୍ବସାଧାରଣ ସ୍ଥାନମାନଙ୍କରେ ଭିଡ଼ କରନ୍ତୁ ନାହିଁ। ଘରେ ରହି ମା’ଙ୍କ ପୂଜା କରନ୍ତୁ। ପ୍ରାର୍ଥନା କରନ୍ତୁ। ପରିବାର ସହ … Continue reading ଦୁର୍ଗାପୂଜା ଏବଂ ଦୀପାବଳି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ : ଅମାନିଆ ସତର୍କ ହୁଅନ୍ତୁ, ଘରେ ରହି ପୂଜା ପାଳନ୍ତୁ